ଆଜିର ଖବର ଶ୍ରୀଲଙ୍କା ବିପକ୍ଷରେ ଇତିହାସ ରଚିଲେ ଏଡନ ମାର୍କରମ, ବିଶ୍ୱକପ୍ରେ ହାସଲ କଲେ ଦ୍ରୁତତମ ଶତକ ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ଦ୍ରୁତତମ ଶତକ ସ୍କୋର କରି ଦକ୍ଷିଣ ଆଫ୍ରିକାର ଏଡନ ମାର୍କରମ ଇତିହାସ ସୃଷ୍ଟି କରିଛନ୍ତି। ସେ ମାତ୍ର ୪୯ ବଲରେ ନିଜର ଶତକ…