ବିଶେଷ ଖବର ଜମିଦାରୀ ମାନସିକତା ଯୋଗୁଁ ହାରିଲା କଂଗ୍ରେସ, ୪ଟି ରାଜ୍ୟରେ ପରାଜୟ ଇଣ୍ଡି ମେଣ୍ଟକୁ ପ୍ରଭାବିତ କରିବ: ଟିଏମସି ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ତା’ର ମୁଖପତ୍ର ‘ଜାଗୋ ବଙ୍ଗଳା’ରେ ଭାରତୀୟ ଜାତୀୟ ବିକାଶମୂଳକ ସମାବେଶୀ ମେଣ୍ଟ (ଏନଏନଡିଆଇଏ)ର ସହଯୋଗୀ କଂଗ୍ରେସକୁ ଟାର୍ଗେଟ୍ କରିଛି। ୪ଟି ରାଜ୍ୟରେ କଂଗ୍ରେସର…