ଜାତୀୟ ଖବର ୬ ହଜାର କୋଟି ମୂଲ୍ୟର ନିଶାଦ୍ରବ୍ୟ ଧ୍ୱଂସ ପାଇଁ ପାକ୍ଷିକ ଅଭିଯାନର ଶୁଭାରମ୍ଭ କରିବେ ଅମିତ ଶାହ ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ନାର୍କୋ-ସମନ୍ୱୟ କେନ୍ଦ୍ର (ଏନସିଓଆରଡି) ର ୧୦ତମ ଶୀର୍ଷସ୍ତରୀୟ ବୈଠକରେ ଅଧ୍ୟକ୍ଷତା…