ଆଜିର ଖବର ବାସମତୀ ଚାଉଳ ପାଇଁ ଏଫ୍ଏସ୍ଏସ୍ଏଆଇ ପକ୍ଷରୁ ବିସ୍ତୃତ ମାନ ନିୟନ୍ତ୍ରଣ ବିଜ୍ଞପ୍ତି ପ୍ରକାଶ ନୂଆଦିଲ୍ଲୀ: ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (ଏଫଏସ୍ଏସ୍ଏଆଇ) ପ୍ରଥମ ଥର ପାଇଁ ଦେଶର ବାସମତୀ ଚାଉଳର ମାନକୁ ସୁନିର୍ଦ୍ଦିଷ୍ଟ କରିଛି। ଏଥିରେ ଧୂସର ବାସମତୀ, ମିଲ୍ରେ…