ଆଜିର ଖବର କଟକ ଏସଭିନିର୍ତାର ଠାରେ ୧୦୦ ଶଯ୍ୟା ବିଶିଷ୍ଟ ପୁନର୍ବାସ ଉପଭବନ ଉଦଘାଟିତ ଭୁବନେଶ୍ବର: ଦିବ୍ୟାଙ୍ଗମାନଙ୍କର ସମାବେଶୀ ପୁନର୍ବାସ କ୍ଷେତ୍ରରେ ଏସଭିନିର୍ତାର ଉଲ୍ଲେଖନୀୟ କାର୍ଯ୍ୟ କରୁଛି ବୋଲି କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର କହିଛନ୍ତି।…