ଆଜିର ଖବର ଏଥର ମଧ୍ୟ ଦିଲ୍ଲୀ ପରେଡରେ ଦେଖିବାକୁ ମିଳିବନି ଓଡିଶାର କଳା ସଂସ୍କୃତି, ବାଦ ପଡିଲା ପ୍ରଜ୍ଞାପନ ମେଢ ଭୁବନେଶ୍ୱର: ପୁଣିଥରେ ଓଡିଶାକୁ ଉପେକ୍ଷା କରାଯାଇଛି। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଓଡିଶାର ପ୍ରଜ୍ଞାପନ ମେଢ ମଧ୍ୟ ଦେଖିବାକୁ ମିଳିବନି। ଲଗାତର ୩ ବର୍ଷ ହେଲା ଦିଲ୍ଲୀ…