ଜାତୀୟ ଖବର ତିନୋଟି ଲୋକସଭା କ୍ଷେତ୍ରରେ ପ୍ରଚାର ସାରି ଫେରିଲେ ରାଜନାଥ ସିଂ, ହେଲେ ନବୀନଙ୍କ ବିରୋଧରେ ଚୁପ୍ ଭୁବନେଶ୍ବର: ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡିଶାର ତିନୋଟି ଲୋକସଭା କ୍ଷେତ୍ରରେ ପ୍ରଚାର କରି ନୂଆଦିଲ୍ଲୀ ଫେରିଯାଇଛନ୍ତି। ସେ ନବରଙ୍ଗପୁର, ବ୍ରହ୍ମପୁର ଓ ମୟୁରଭଞ୍ଜ ରେ…