ଜାତୀୟ ଖବର CJP – ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ! ଏହି ଡିଜିଟାଲ ପାର୍ଟିର ରାଶିଫଳ ବିଷୟରେ ଜାଣନ୍ତୁ ୧୬ ମଇ, ୨୦୨୬ ରାତି ୧୧:୩୭ ସମୟରେ, ନୂଆଦିଲ୍ଲୀରେ ଏକ ଅଜବ ଦଳ ଜନ୍ମ ନେଇଥିଲା। କୌଣସି କାର୍ଯ୍ୟାଳୟ ନାହିଁ, ପତାକା ନାହିଁ, ନିର୍ବାଚନ ଚିହ୍ନ ନାହିଁ,…