ଆଜିର ଖବର କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଦହିବରା ଆଳୁଦମ ଦିବସ ପାଳିତ କଟକ: ଆଜି ଦହିବରା ଆଳୁଦମ ଦିବସ। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବେଶ୍ ଉତ୍ସାହର ସହ ଏହି ଦିବସ ପାଳନ କରାଯାଇଛି। କଟକ ବାଲିଯାତ୍ରା ତଳପଡ଼ିଆ କଟକ…