ଆଜିର ଖବର ଏଥର କଟକରେ ପ୍ରସିଦ୍ଧ ଦୁର୍ଗା ପୂଜା ହେବ କି ନାହିଁ ସନ୍ଦେହ, ହେଲେ ମାଟି ଉଠାଣ ପାଇଁ ଦିଆଗଲା ଅନୁମତି କଟକ, ଚଳିତ ବର୍ଷ କଟକରେ ପ୍ରସିଦ୍ଧ ଦୁର୍ଗା ପୂଜା ହେବ କି ନାହିଁ ତାହା ସନ୍ଦେହ ଘେରରେ ରହିଛି। କାରଣ କଟକରେ ବର୍ତ୍ତମାନ କରୋନା ଆକ୍ରାନ୍ତ ସଂଖ୍ୟା…