ଆଜିର ଖବର ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬:୩୦ ରେ ଜୀ-ସାର୍ଥକରେ ଆସୁଛି ନୂଆ ଓଡିଆ ଫିଲ୍ମ ‘କୁଳାଙ୍ଗାର ୨’ ଭୁବନେଶ୍ଵର: ଜୀ-ସାର୍ଥକରେ ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬:୩୦ ମି ରେ ଆସୁଛି ଓଡ଼ିଶାର ସୁନାମଧନ୍ୟ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ଓଡିଆ ଫିଲ୍ମ ‘କୁଳାଙ୍ଗାର ୨’ ।…