ଜାତୀୟ ଖବର ଓଡିଶାରେ ଆମାଜନ ର ବିକ୍ରୀ ବୃଦ୍ଧି, କିଚେନ୍ ଓ ଆଉଟଡୋର ବ୍ୟବସାୟ ଦୁଇ ଅଙ୍କ ଛୁଇଁଲା ଭୁବନେଶ୍ୱର: ଆମାଜନ ଡଟ୍ ଇନ ପକ୍ଷରୁ ଘୋଷଣା କରାଯାଇଛି ଯେ ଓଡ଼ିଶା ଓ ଭୁବନେଶ୍ୱରରେ ହୋମ୍, କିଚେନ୍ ଏବଂ ଆଉଟଡୋର ବ୍ୟବସାୟରେ ବାର୍ଷିକ ଆଧାରରେ ପ୍ରାୟ ୨୫%…