ଭୁବନେଶ୍ବର, ଆଜି ବିଜୁ ଜନତା ଦଳ କେଉଁଝର ଜିଲ୍ଲା ପାଇଁ ବିଭିନ୍ନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ଏଥିରେ କେଉଁଝର ସଦର ସଭାପତି ଭାବେ ମାଧବ ସର୍ଦ୍ଦାରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଦୁଇଜଣ ବରିଷ୍ଠ ଉପସଭାପତି ଅଛନ୍ତି। ସେମାନେ ହେଲେ ସଦର ପାଇଁ ପ୍ରମୋଦ ପଟ୍ଟନାୟକ ଏବଂ ଚମ୍ପୁଆ ପାଇଁ କୁଶ ଆପଟ। ଅନ୍ୟଯେଉଁମାନଙ୍କୁ ନିଯୁକ୍ତି ଦିଆଗଲା ସେମାନେ ହେଲେ