ଅପରାଧ ଅର୍ଚ୍ଚନା ନାଗଙ୍କ ଅଜବ ବିଶ୍ବାସ, ପ୍ରତିଥର କୋର୍ଟରୁ ବାହାରିଲେ ଛାଡୁଛନ୍ତି ଚପଲ ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଏକ ଅଜବ ବିଶ୍ବାସ ରହିଛି। ତେବେ ଏହି ବିଶ୍ବାସ ପ୍ରଥମେ ଜଣାପଡି ନ ଥିଲା। ହେଲେ ପରବର୍ତ୍ତି ସମୟରେ ତାହା…