ଆଜିର ଖବର ମଦ ପାଇଁ ଟଙ୍କା ନଦେବାରୁ ସ୍ତ୍ରୀକୁ ତେଣ୍ଟା ଭୁଷି ହତ୍ୟା! ଜଗତସିଂହପୁର: ମଦ ପିଇବା ପାଇଁ ଟଙ୍କା ମାଗିଥିଲା ସ୍ୱାମୀ। ସ୍ତ୍ରୀ ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଶେଷରେ ରାଗରେ ନିୟନ୍ତ୍ରଣ ହରାଇ…