ଜାତୀୟ ଖବର ୨୦୨୭ ବିଶ୍ୱକପ୍ ପାଇଁ ଇଂଲଣ୍ଡର ମାଷ୍ଟରପ୍ଲାନ୍: ଟିମ୍ରେ ଏଣ୍ଟ୍ରି କରିବେ କେଭିନ୍ ପିଟରସନ୍ ଇଂଲଣ୍ଡ : ଇଂଲଣ୍ଡ କ୍ରିକେଟ୍ ବୋର୍ଡ (ଇସିବି) ପ୍ରଶଂସକଙ୍କୁ ବଡ଼ ସରପ୍ରାଇଜ୍ ଦେଇ ପୂର୍ବତନ ମହାନ ବ୍ୟାଟର୍ କେଭିନ୍ ପିଟରସନ୍ଙ୍କୁ ଟିମ୍ରେ ସାମିଲ କରିଛି। ଦକ୍ଷିଣ ଆଫ୍ରିକାରେ…