ଆଜିର ଖବର ଖାଣ୍ଟି ଓଡିଆ ଖାଦ୍ୟକୁ ନେଇ ଓଟିଡିସିର ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ ଭୁବନେଶ୍ବର, ଖାଣ୍ଟି ଓଡିଶାର ଖାଦ୍ୟକୁ ନେଇ ଭୁବନେଶ୍ବରରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ତରଫରୁ ଆରମ୍ଭ ହୋଇଛି ଏକ ଭିନ୍ନ ରେଷ୍ଟୁରାଣ୍ଟ। ଯାହାର ନାମ ରହିଛି ନିମନ୍ତ୍ରଣ।…