ଖୋରଧା ଜିଲ୍ଲା

ଖୋରଧା: ଖୋରଧା ଜିଲ୍ଲା ଅନ୍ତର୍ଗତ ୮ ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାରେ ମୋଟ ୧୮୬୫୪୫୫ ଜଣ ମତାଦାତା ରହିଛନ୍ତି।…