ଗାନ୍ଧୀ ପଥେ ପଦଯାତ୍ରା

ମାଲକାନଗିରି / ଭୁବନେଶ୍ୱର: ପବିତ୍ର ବିଜୟା ଦଶମୀ ଓ ଗାନ୍ଧୀ ଜୟନ୍ତୀରେ ଓଡିଶାରେ ନ୍ୟାୟ ପାଇଁ ଲଢେଇ ଆରମ୍ଭ କରିଛି କଂଗ୍ରେସ। ମାଲକାନଗିରିର ମୋଟୁସ୍ଥିତ ତିନି ନଦୀର…