ଆଜିର ଖବର ଗୁରୁ ଦିବସରେ ହେବ ବଡ ଆନ୍ଦୋଳନ, ଗାନ୍ଧୀ ମାର୍ଗରେ ଶୋଇବେ ଶିକ୍ଷୟିତ୍ରୀ, ଶିକ୍ଷକ: ଓଷ୍ଟା ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଆହ୍ୱାନରେ ଗାନ୍ଧିମାର୍ଗରେ ଚାଲିଥିବା ଅହୋରାତ୍ର ଗଣଧାରଣାର ଆଜି ତୃତୀୟ ଦିବସ। ଏହି ଦିନ ପୁଣି ହଜାର ହଜାର ଶିକ୍ଷକ…