ଆଜିର ଖବର ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ: ଗୁରୁ ଦିବସ ଓ ଶିଶୁ ଦିବସରେ ଉତ୍ସବ ପାଳନ ସହ ଚାଲିବ ପାଠପଢା ଭୁବନେଶ୍ୱର: ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଏଣିକି ଗୁରୁ ଦିବସ ଏବଂ ଶିଶୁ ଦିବସ ଅବସରରେ ପାଠପଢ଼ା ଆଉ ବନ୍ଦ ରହିବ ନାହିଁ। ଏହି…