ଅପରାଧ ଚିଲିକା: ଗୋ ମାଫିଆଙ୍କ ଆକ୍ରମଣ ସତ୍ତ୍ୱେ ଗୋରୁ ବୋଝଇ ଗାଡ଼ିକୁ ଜବତ କରି ପୋଲିସ ଜିମା ଦେଲା ବଜରଙ୍ଗ ଦଳ ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ଗୋ ଚାଲାଣ ବର୍ତ୍ତମାନ ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବାରମ୍ବାର ପୋଲିସ ଚଢ଼ାଉ ଜାରି ରଖିଥିଲେ…