Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଗୌରବ ଦ୍ୱିବେଦୀ ହେଲେ ପ୍ରସାର ଭାରତୀର ନୂତନ ସିଇଓ

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଚୟନ କମିଟିର ସୁପାରିଶ୍ କ୍ରମେ ଶ୍ରୀ ଗୌରବ ଦ୍ୱିବେଦୀଙ୍କୁ ଦାୟିତ୍ୱ ଗ୍ରହଣ କରିବା ଠାରୁ ପାଞ୍ଚ ବର୍ଷ ପର‌୍ୟ୍ୟନ୍ତ ପ୍ରସାର ଭାରତୀର ସିଇଓ ବା ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଭାବରେ ନିଯୁକ୍ତ କରିଛନ୍ତି।

ଶ୍ରୀ ଦ୍ୱିବେଦୀ ଭାରତୀୟ ପ୍ରଶାସନିକ ସେବା, ୧୯୯୫ ବ୍ୟାଚର ଛତିଶଗଡ କ୍ୟାଡରର ଜଣେ ଅଧିକାରୀ।