ବିଶେଷ ଖବର ଏକ ଟଙ୍କାରେ ଡାଲି, ଚାଉଳ ଓ ଲୁଣର କଥା, ପ୍ରାୟ ଦଶନ୍ଧି ଧରି ଜାରି ରହିଥିବା ଏକ ରାଜନୈତିକ ଚର୍ଚ୍ଚା ଜିତେନ୍ଦ୍ର ରଥ ଏପ୍ରିଲ ତେର ତାରିଖରେ କଟକର ଚୌଦ୍ବାର ଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ଓଡିଶାରେ କ୍ଷମତାକୁ ଆସିଲେ…