ଆଜିର ଖବର ବାଇକ ଦୁର୍ଘଟଣାରେ ଚିଲିକା ତହସିଲଦାର ଗୁରୁତର, ଭୁବନେଶ୍ଵର ସ୍ଥାନାନ୍ତର ବାଲୁଗାଁ: ବାଇକ ଦୁର୍ଘଟଣାରେ ଚିଲିକା ତହସିଲଦାର ଗୁରୁତର। ସାଙ୍ଗରେ ଥିଲେ ପତ୍ନୀ। ପତ୍ନୀଙ୍କ ସହିତ ବାଇକ ଯୋଗେ ସୁନାଖଳାରୁ ବାଲୁଗାଁ ଆସୁଥିବା ବେଳେ ଘଟିଲା ଦୁର୍ଘଟଣା। ଗୁରୁତର…