ଆଜିର ଖବର ଟ୍ରେନ ଦୁର୍ଘଟଣାସ୍ଥଳରେ ମେଡିକାଲ ଟିମ ନିୟୋଜିତ କଲା ଆଇଏନଏସ ଚିଲିକା ସୀତାରାମ ଅଗ୍ରୱାଲ ଚିଲିକା: ଚଳିତ ଜୁନ ୨ ତାରିଖରେ ବାଲେଶ୍ଵର ନିକଟରେ କୋରୋମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଉକ୍ତ ସ୍ଥାନରେ ମେଡିକାଲ ରିଲିଫ ଏବଂ ସହାୟତା…