ଅପରାଧ ଅଭିନେତ୍ରୀଙ୍କ ଅସ୍ତ୍ରୋପଚାରର କିଛି ଘଣ୍ଟା ପରେ ହେଲା ମୃତ୍ୟୁ, ଗୁରୁତର ଅଭିଯୋଗ ଆଣିଲା ପରିବାର ବାଙ୍ଗାଲୋର: ଜଣାଶୁଣା କନ୍ନଡ ସିରିଏଲ ଅଭିନେତ୍ରୀ ଚେତନା ରାଜଙ୍କର ୨୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଚେତନା ବାଙ୍ଗାଲୋରର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ…