ଅପରାଧ ଚାରମାଳରୁ ୯୪୫ ବିଡା କେନ୍ଦୁପତ୍ର ସହ ଗାଡ଼ିଜବତ, ଚୋରା ବେପାରି ଫେରାର୍ କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଅଂଚଳରୁ ଚୋରାରେ କେନ୍ଦୁପତ୍ର ଚାଲାଣ ବେଳେ ବନବିଭାଗ ପିଛା କରି ଟ୍ରକ୍ ସହ କେନ୍ଦୁପତ୍ର ଜବତ କରିଛି। ବନବିଭାଗ…