ଆଜିର ଖବର ବିଧାନସଭାର ପ୍ରଶ୍ନକାଳ: ଛାତ୍ରଛାତ୍ରୀଙ୍କ ପାଠ ପଢା ଛାଡିବା ପ୍ରଶ୍ନରେ ଉତ୍ତର ରଖିଲେ ମନ୍ତ୍ରୀ ଜଗନ୍ନାଥ ସାରକ ଭୁବନେଶ୍ବର: ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ଜାରି ରହିଛି। ଏହି ଅଧିବେଶନର ପ୍ରଶ୍ନକାଳ ସମୟରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶ୍ନ ରଖିଛନ୍ତି। ରାଜ୍ୟରେ କେତେ…