ଆଞ୍ଚଳିକ ବାଣପୁର: ସିବିଏସଇ ଦଶମ ଶ୍ରେଣୀରେ “ସେଣ୍ଟ ଜାଭିୟର ହାଇସ୍କୁଲ” ଛାତ୍ରଛାତ୍ରୀଙ୍କ ସଫଳତା ବାଣପୁର: ଚଳିତ ବର୍ଷ ସିବିଏସଇ ଦଶମ ଶ୍ରେଣୀର ପରୀକ୍ଷାର ଫଳ ମେ ୧୩ ତାରିଖରେ ପ୍ରକାଶ ପାଇଥିଲା। ଚଳିତ ବର୍ଷ ଏହି ପରୀକ୍ଷାରେ ବାଣପୁରର ସୁନାମଧନ୍ୟ ଇଂରାଜୀ…