Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ସିବିଏସଇ ଦଶମ ଶ୍ରେଣୀରେ “ସେଣ୍ଟ ଜାଭିୟର ହାଇସ୍କୁଲ” ଛାତ୍ରଛାତ୍ରୀଙ୍କ ସଫଳତା
ଆଞ୍ଚଳିକ

ବାଣପୁର: ସିବିଏସଇ ଦଶମ ଶ୍ରେଣୀରେ “ସେଣ୍ଟ ଜାଭିୟର ହାଇସ୍କୁଲ” ଛାତ୍ରଛାତ୍ରୀଙ୍କ ସଫଳତା

May 18, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଚଳିତ ବର୍ଷ ସିବିଏସଇ ଦଶମ ଶ୍ରେଣୀର ପରୀକ୍ଷାର ଫଳ ମେ ୧୩ ତାରିଖରେ ପ୍ରକାଶ ପାଇଥିଲା। ଚଳିତ ବର୍ଷ ଏହି ପରୀକ୍ଷାରେ ବାଣପୁରର ସୁନାମଧନ୍ୟ ଇଂରାଜୀ ଶିକ୍ଷା ଅନୁଷ୍ଠାନ “ସେଣ୍ଟ ଜାଭିୟର ହାଇସ୍କୁଲ” ର ଛାତ୍ରଛାତ୍ରୀ ମାନେ ଅତ୍ୟନ୍ତ ପ୍ରଶଂସନୀୟ ପ୍ରଦର୍ଶନ କରିବା ସହ ସମଗ୍ର ବାଣପୁର ଏବଂ ଚିଲିକା ବ୍ଲକରେ ସର୍ବଶ୍ରେଷ୍ଠ ମାର୍କ ଆଣି ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏହି ପରୀକ୍ଷାରେ ବିଦ୍ୟାଳୟର ଛାତ୍ର ଆୟୁଷ ସାମନ୍ତରାୟ ସର୍ବଶ୍ରେଷ୍ଠ ୯୭. ୨ ଶତକଡା ମାର୍କ ଆଣିଥିବା ବେଳେ ଆୟୁଷ ସୁବୁଦ୍ଧି ୯୦. ୮, କିର୍ତ୍ତୀ ସ୍ବୟଂସୁ ଲେଙ୍କା ୯୦, ତନ୍ମୟ କୁମାର ବାରିକ ୮୪. ୪, ଅଭିଜିତ ପ୍ରଧାନ ୮୩. ୪, ଶିବାଶିଷ ପ୍ରଧାନ ୮୩, ଆଦ୍ୟସା ଷଡଙ୍ଗୀ ୮୩. ୮, ସାୟନ୍ତନ ଷଡ଼ଙ୍ଗୀ ୮୩. ୬, ଶୁଭ୍ରାଂଶୁ ଶେଖର ନାୟକ ୮୧, ସରୋଜ କୁମାର ରଣା ୮୦ ପ୍ରତିଶତ ମାର୍କ ଆଣିଛନ୍ତି।

ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ଶକ୍ତି ପ୍ରସାଦ ମହାନ୍ତି ସମସ୍ତ ଛାତ୍ରଛାତ୍ରୀଙ୍କ ମଙ୍ଗଳକାମନା କରିବା ସହ ଛାତ୍ରଛାତ୍ରୀ ମାନଙ୍କର ସଫଳତାର ଶ୍ରେୟ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ସମସ୍ତ କର୍ମଚାରୀମାନଙ୍କୁ ପ୍ରଦାନ କରିଛନ୍ତି। ଏହା ସହ ଆଗକୁ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ କିପରି ଅଧିକରୁ ଅଧିକ ଶିକ୍ଷା କ୍ଷେତ୍ରରେ ବାଣପୁର ପାଇଁ ଗୌରବ ଆଣିପାରିବେ ଏହି ଦିଗରେ କାର୍ଯ୍ୟ କରିବା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରତିଶୃତି ଦେଇଛନ୍ତି।

ଦଶମ ଶ୍ରେଣୀ ବାଣପୁର ସିବିଏସଇ ସେଣ୍ଟ ଜ଼ାଭିୟର ହାଇସ୍କୁଲ
Share. Facebook Twitter LinkedIn Email WhatsApp Copy Link

Related Posts

Banapur News: ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସ୍ୱାଗତ ଉତ୍ସବ

August 6, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026
Latest News

ନିଶ୍ଚିତ ହେଲା ରଣବୀର କପୁରଙ୍କ ‘ରାମାୟଣ’ ରିଲିଜ୍ ତାରିଖ: ଜାଣନ୍ତୁ କେବେ?

August 6, 2026

Balugaon News: ବାଲୁଗାଁର ସ୍ଥାୟୀ ବିକାଶ ଦିଗରେ ଐତିହାସିକ ପଦକ୍ଷେପ, ଆଇନ ମନ୍ତ୍ରୀଙ୍କ ସମୀକ୍ଷା

August 6, 2026

ପିଏମ୍ ଶ୍ରୀ ଜେଏନ୍‌ଭି ଗୁରୁଜଙ୍ଗରେ ଆଞ୍ଚଳିକ ସ୍ତରୀୟ ବକ୍ସିଂ ଚୟନ ପ୍ରତିଯୋଗିତା ଉଦ୍‌ଘାଟିତ

August 6, 2026

“ଯଦି ଭାରତ ଏକ ହିନ୍ଦୁ ରାଷ୍ଟ୍ର ହୋଇଯାଏ…”: କାହାକୁ ଚେତାବନୀ ଦେଲେ ସିଦ୍ଧରମୈୟାଙ୍କ ପୁଅ?

August 6, 2026

ଆଶାରାମ ବାପୁଙ୍କୁ ଝଟକା: ଅନ୍ତରୀଣ ଜାମିନ୍ ପାଇଁ ମନା କଲେ ସୁପ୍ରିମକୋର୍ଟ

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.