ଆଜିର ଖବର ଛତିଶଗଡର ଦୁର୍ଗକୁ ସଂପୂର୍ଣ୍ଣ ଲକଡାଉନ ଘୋଷଣା କଲେ ଜିଲ୍ଲାପାଳ ରାୟପୁର: ଛତିଶଗଡରେ ଦୁର୍ଗ ଜିଲ୍ଲାକୁ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଏଭଳି ନିଷ୍ପତ୍ତି ହୋଇଛି। ଏପ୍ରିଲ ୬ ତାରିଖରୁ ୧୪ ତାରିଖ…