ଆଜିର ଖବର ଓଡିଆ ଚଳଚ୍ଚିତ୍ର “ପରୀ”ର ଅଡିଓ ଲୋକାର୍ପିତ, ଜାନୁୟାରୀ ୩୦ରେ ବଡ଼ ପରଦାରେ ଶୁଭମୁକ୍ତି ଭୁବନେଶ୍ଵର: ଆସନ୍ତା ୩୦ ଜାନୁଆରୀରେ ନୂଆ ଓଡିଆ ଚଳଚ୍ଚିତ୍ର “ପରୀ” ବଡ଼ ପରଦାରେ ମୁକ୍ତିଲାଭ କରିବ। ସେହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ ପ୍ରେସ୍ କ୍ଲବଠାରେ ପରୀ ଟିମ୍…