ବିଶେଷ ଖବର କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି : ସମବାୟ କ୍ରେତାଙ୍କ ପାଇଁ ବଢ଼ିବ ଜିଇଏମ ପୋର୍ଟାଲର ପରିସର ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜିଇଏମର ପରିସର ବଢ଼ାଇବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏହି ମଞ୍ଜୁରି ଫଳରେ ସମବାୟ କ୍ରେତାମାନେ…