ଆଜିର ଖବର ଗଞ୍ଜାମ ଓକିଲ ସଂଘ ନିର୍ବାଚନ: ସଭାପତି ହେଲେ ସୀତାଂଶୁ ଶେଖର ପଣ୍ଡା ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଜିଲ୍ଲା ଦୌରାଜଜ୍ ଅଦାଲତ ପରିସରରେ ଗଞ୍ଜାମ ଓକିଲ ସଂଘ ନିର୍ବାଚନ ଶାନ୍ତି ଓ ଶୃଙ୍ଖଳା ସହ ସମାପନ ହୋଇଛି। ଚଳିତ…