ଆଜିର ଖବର ଜିଲ୍ଲାପାଳଙ୍କ ଅଫିସରେ ଝୁଲନ୍ତା ମୃତଦେହ କେନ୍ଦ୍ରାପଡ଼ା: କେନ୍ଦାପଡ଼ାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରଥମ ମହଲାକୁ…