ବିଶେଷ ଖବର ଜୁଲାଇ ୧୮ରେ ଏନଡିଏର ଶକ୍ତି ପ୍ରଦର୍ଶନ!, ଏପର୍ଯ୍ୟନ୍ତ ୧୯ ଟି ପାର୍ଟିକୁ ନିମନ୍ତ୍ରଣ ନୂଆଦିଲ୍ଲୀ: ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ର ୨୫ ବର୍ଷ ପୂରଣ ହେବା ପରେ ରୌପ୍ୟ ଜୟନ୍ତୀ ପାଳନ କରାଯାଉଛି। ଏ ସମ୍ପର୍କରେ ଜୁଲାଇ ୧୮ ତାରିଖରେ…