ଅନ୍ତରାଷ୍ଟ୍ରୀୟ ୱେଷ୍ଟଇଣ୍ଡିଜ୍ ବିରୋଧରେ ଟି-୨୦ ସିରିଜ୍ ପାଇଁ ତ୍ରିନିଦାଦରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ଦେଖନ୍ତୁ ଭିଡିଓ ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍ ପରେ ଟି-୨୦ ସିରିଜ୍ ଖେଳାଯିବ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଟି-୨୦ ସିରିଜ୍ ଖେଳିବ।…