ଲେଖା- ଜ୍ୟୋତିର୍ବିଦ୍ ଅମୃତା ଅମିତା
ଶୁକ୍ରବାର(୩୦.୧୨.୨୨)
ମେଷ-ପରାଧୀନ
ବୃଷ-ସୁଖସମ୍ମାନ
ମିଥୁନ-କାର୍ଯ୍ୟରେ ବାଧା
କର୍କଟ-ଦ୍ରବ୍ୟଲାଭ
ସିଂହ-କାର୍ଯ୍ୟସିଦ୍ଧି
କନ୍ୟା-ସତସଙ୍ଗ
ତୁଳା-ସୁଖହାନି
ବିଛା-ଘାତଚନ୍ଦ୍ର
ଧନୁ-ଧର୍ଯ୍ୟଚ୍ୟୁତି
ମକର-ପରାମର୍ଶ
କୁମ୍ଭ-କଳହଯୋଗ
ମୀନ-ସେବପୂଜା
ଆଜିଦିନରେ ମୂଳା ଖାଇବା ନିଷେଧ ମା”ଲକ୍ଷ୍ମୀଙ୍କୁ ଧଳାଫୁଲ ଓ ମିଶ୍ରିଭୋଗ ଅର୍ପଣ କରନ୍ତୁ।