ଆଜିର ଖବର ତୁଳସୀକ୍ଷେତ୍ରରେ ରାଧାଗୋବିନ୍ଦଙ୍କ ଦିବ୍ୟ ଝୁଲଣ ଲୀଳା ଦର୍ଶନ ପାଇଁ ଭକ୍ତଙ୍କ ସମାଗମ କେନ୍ଦ୍ରାପଡ଼ା: ପବିତ୍ର ଶ୍ରାବଣ ଶୁକ୍ଳପକ୍ଷ ଦଶମୀ ତିଥିରେ ତୁଳସୀକ୍ଷେତ୍ରର ଆରାଧ୍ୟଦେବତା ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଝୁଲଣଯାତ୍ରା। ମନ୍ଦିର ପରିସରସ୍ଥିତ ବାସୁଦେବ ମନ୍ଦିରରୁ ରାଧାଗୋବିନ୍ଦଙ୍କ ପ୍ରତିମାଙ୍କୁ…