ଆଜିର ଖବର ମଙ୍କିପକ୍ସ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଗଠନ କଲେ ଟାସ୍କ ଫୋର୍ସ ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ମଙ୍କିପକ୍ସ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଗଠନ କରିଛନ୍ତି ଏକ ଟାସ୍କଫୋର୍ସ। ଏହି ଟିମ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପରାମର୍ଶ ଦେବା ସହିତ…