ଖେଳ ଆଜି ବସୁଛି ବିସିସିଆଇ ସମୀକ୍ଷା ବୈଠକ: ୨୦୨୭ ବିଶ୍ବକପ୍ ପ୍ରସ୍ତୁତି ନେଇ ହେବ ଆଲୋଚନା ମୁମ୍ବାଇ: ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳର ନିରାଶାଜନକ ପ୍ରଦର୍ଶନ ପରେ ବିସିସିଆଇ (BCCI) ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ ଡକାଯାଇଛି। ମୁମ୍ବାଇସ୍ଥିତ ବୋର୍ଡ…