ଆଜିର ଖବର ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ, ୧ ପାଇଲଟଙ୍କ ମୃତ୍ୟୁ, ଜଣେ ଆହତ ରିୱା: ମଧ୍ୟପ୍ରଦେଶର ରିୱାରେ ଟ୍ରେନିଂ ଚାଲିଥିବା ବେଳେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ପାଇଲଟଙ୍କର ମୃତ୍ୟୁ ହୋଇଛି। ସେଠାରେ ଆଉ ଜଣେ ଆହତ…