ବିଶେଷ ଖବର ଏମ୍କେସିଜିରୁ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ନିଖୋଜ, ରେଳ ଲାଇନ୍ ନିକଟରୁ ମୋବାଇଲ୍ ଜବତ ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍କେସିଜି) ମେଡିକାଲ କଲେଜ ଏବଂ ହସ୍ପିଟାଲର ଜଣେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ଦୁଇ ଦିନ ହେଲା ନିଖୋଜ ଥିବା ନେଇ…