ଆଜିର ଖବର ପେଗାସସ୍ ଗୁପ୍ତଚର ମାମଲା: ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ଦ୍ଵାରା ତଦନ୍ତ କରିବାକୁ ଦାବି ନୂଆଦିଲ୍ଲୀ: ପେଗାସସ୍ ସ୍ପାଇୱେୟାର୍ (ପେଗାସସ୍ ସ୍ପାଇୱେୟାର୍ କେସ୍) ମାଧ୍ୟମରେ ଗୁପ୍ତଚର ମାମଲା ସାମ୍ନାକୁ ଆସିବା ପରେ ବିରୋଧୀ ମାନେ କ୍ରମାଗତ ଭାବେ ସରକାରଙ୍କୁ ଆକ୍ରମଣ କରୁଛନ୍ତି। ସଂସଦର…