ଆଜିର ଖବର ସେ ଅଛନ୍ତି ଡେପୁଟି ମେୟର, ହେଲେ ତାଙ୍କ ଘର ଉଚ୍ଛେଦ ପାଇଁ ଆସିଲା ନୋଟିସ କଟକ: ସେ ହେଉଛନ୍ତି କଟକର ଡେପୁଟି ମେୟର। ତାଙ୍କ ନାମ ହେଲା ଦମୟନ୍ତି ମାଝି। ସେ କଟକ ଜଗତପୁର ବସ୍ତିରେ ରହୁଛନ୍ତି। ଗତକାଲି ତାଙ୍କ ଘରେ ଇଡକୋ…