ଆଜିର ଖବର ଗୋଆର ୧୧ ବିଧାୟକଙ୍କ ମଧ୍ୟରୁ ୮ ଛାଡିବେ କଂଗ୍ରେସ: ବିଜେପି ରାଜ୍ୟ ସଭାପତିଙ୍କ ଦାବି ପାଣାଜୀ: ଗୋଆରେ କଂଗ୍ରେସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ ଏବଂ ବିଧାନସଭାରେ ବିରୋଧୀ ଦଳର ନେତା ମାଇକେଲ ବୋବୋଙ୍କ ସମେତ…