ଆଜିର ଖବର ପ୍ରଖ୍ୟାତ ଅଭିନେତା ଦିଲୀପ କୁମାର ଏଥର କାହିଁକି ବିବାହ ବାର୍ଷିକୀ ପାଳନ କରିବେ ନାହିଁ ଜାଣିଛନ୍ତି କି ? ମୁମ୍ବାଇ, ବଲିଉଡର ଭେଟେରାନ ଦିଲୀପ କୁମାର ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ସାଇରା ବାନୁ ଚଳିତ ବର୍ଷ ଅକ୍ଟୋବର 11 ରେ ବିବାହ ବାର୍ଷିକୀ ପାଳନ କରିବେ…