‘ଦୁଆରେ ପ୍ରଶାସନ’

ଭୁବନେଶ୍ଵର: ଏଣିକି ନିୟମଗିରିର ଡଙ୍ଗରିଆ କନ୍ଧମାନେ ପଞ୍ଚାୟତକୁ ନ ଯାଇ ନିଜ ଘର ବାରଣ୍ଡାରେ ସେମାନଙ୍କ ଭତ୍ତା ରାଶି ପାଇପାରିବେ। ସେମାନଙ୍କ ଦୁଆର ମୁହଁରେ ସେବା ଓ…