ଜାତୀୟ ଖବର ଭାରତର ପ୍ରଥମ କରୋନା ଆକ୍ରାନ୍ତ ପୁଣି ଥରେ ହେଲେ ସଂକ୍ରମିତ, ରିପୋର୍ଟ ଆସିଲା ପଜେଟିଭ ନୂଆଦିଲ୍ଲୀ, ଗତ ବର୍ଷ ଜାନୁୟାରୀ 29 ତାରିଖରେ ଭାରତର ପ୍ରଥମ କରୋନା ଆକ୍ରାନ୍ତ ବାହାରିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଯାଇଥିଲା। କେରଳର ଜଣେ ଛାତ୍ରୀ…